କୋଭିଡ୍ ରେଡ୍ ଜୋନରେ ରାଜଧାନୀ, ପୁରୀ ଓ କଟକ: ମାସ୍କ ନ ପିନ୍ଧିଲେ ଫାଇନ୍

ଭୁବନେଶ୍ବର: କୋଭିଡ୍ ରେଡ୍ ଜୋନରେ ରାଜ୍ୟର ତିନି ପ୍ରମୁଖ ସହର। ରାଜ୍ୟ ସରକାରଙ୍କ ପ୍ରଦତ୍ତ ସୂଚନା ଅନୁଯାୟୀ ରାଜଧାନୀ ଭୁବନେଶ୍ବର କୋଭିଡ୍ ରେଡ୍ ଜୋନକୁ ଫେରିଛି। ଏହାଛଡ଼ା ପୁରୀ ଓ କଟକ ଜିଲ୍ଲା ବି ରେଡ୍ ଜୋନରେ ସାମିଲ ହୋଇଛି। ରାଜଧାନୀ ଭୁବନେଶ୍ବରରେ ଟିପିଆର ରେଟ୍ ୧୦.୬ ରହିଛି। ଏଣେ କଟକରେ ଏହା ୮.୧ ଓ ପୁରୀରେ ୭.୭ ରହିଛି। ରାଜଧାନୀ‌ ରେଡ୍ ଜୋନରେ ଆସିବାର ସୂଚନା ପାଇ ଭୁବନେଶ୍ବରରେ … Continue reading କୋଭିଡ୍ ରେଡ୍ ଜୋନରେ ରାଜଧାନୀ, ପୁରୀ ଓ କଟକ: ମାସ୍କ ନ ପିନ୍ଧିଲେ ଫାଇନ୍